୯ ମାସରେ ଖର୍ଚ୍ଚ ୫ଶହ କୋଟି : ଅତିରିକ୍ତ ବଜେଟ୍‌ର ବିବାଦ ତୁଟିନି

ଆଜି ଆସନ୍ତାବର୍ଷର ଆଲୋଚନା ‘କୋଉଠି ଖର୍ଚ୍ଚ କଲ, ଦେଖାଅ’ ଭୁବନେଶ୍ୱର : ଚଳିତ ବର୍ଷ ବିଏମ୍‌ସି ୭ଶହ କୋଟିର ବଜେଟ୍‌ ଉପସ୍ଥାପନ କରି ରେକର୍ଡ କରିଥିଲା। ଏହା ପରେ ଆର୍ଥିକ ବର୍ଷ ଶେଷ ଆଡ଼କୁ ଆଉ ୨୯୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ କରିଥିଲା। ଅର୍ଥାତ୍‌ ପାଖାପାଖି ହଜାରେ କୋଟିର ବଜେଟ୍‌ ପ୍ରସ୍ତୁତ କରି ବିଏମ୍‌ସି ଅତୀତର ସବୁ ରେକର୍ଡ ଭାଙ୍ଗି ଦେଇଥିଲା। କୌତୁହଳପ୍ରଦ ହେଉଛି ୯ ମାସ ମଧ୍ୟରେ … Continue reading ୯ ମାସରେ ଖର୍ଚ୍ଚ ୫ଶହ କୋଟି : ଅତିରିକ୍ତ ବଜେଟ୍‌ର ବିବାଦ ତୁଟିନି